1.
ନିୟମକାନୁନ ଯଦି ରଜାଙ୍କୁ,
ଚାକରବାକରଙ୍କୁ ନ ସୁହାଇଲା,
କିଏ ଅଛି ସାଧାରଣ ଜନତା ଭିତରୁ
ଉଠିବ ଆଉ କରିବ ଆପତ୍ତି,
କହିବ ଯଦି ନ ମାନିବ
ଛାଡି ଦିଅ ସବୁ I
2.
ଏମନ୍ତ କଥା ଶୁଣି
ଉଠିଗଲେ ସମସ୍ତେ ସଭାରୁ,
କହିଲେ ନି କେହି କିନ୍ତୁ
ହୋଇଛି ଅନ୍ୟାୟ ସାଧାରଣ ଜନତାକୁ ।
ସାଧାରଣ ଜନତା ପେଟପାଟଣାରେ ବ୍ୟସ୍ତ
ନିଜ ନିଜ ପରିଧିରେ।
This poem has not been translated into any other language yet.
I would like to translate this poem