ଥା ଥା ପଥର ହୋଇ ଥା। ପତର ହୋଇ ଥା। ମାଟିରେ ମାଟି ତଳେ ସ୍ଥିର ଥା। ପବନରେ ଉଡୁ ଥା। କାକରରେ ପହଁରୁ ଥା।ନିଆଁ ନ ଥାଇ ବି ଧୂଆଁରେ ନିଜକୁ ନିଜେ ସେକୁ ଥା।ଥା ଥା ପଡି ଥା।ଗଡୁ ଥା। ସପନେ ସପନେ ହଜୁ ଥା।ତୋର ତୁ ଥା।ଥା ଥା।
In English;
Stay there as a stone. Stay there as a leaf. On earth stay still in earth. Continue flying in air. Stay swimming in dew. Get warm yourself in flames. Stay there. Stay there
This poem has not been translated into any other language yet.
I would like to translate this poem