ବାଟ ଛାଡ
ଗଜାନନ ମିଶ୍ର
ମେଘ ବାଦଲକେ
ରଖି ଥା ତୁଇ ତୋର ଘର,
ବେଲ ଉଦବାର ସମିଆ ଇଟା,
ବାଟ ଛାଡ, ହଟି ଜା ସେଆଡକେ।
ହିସାବକିତାବ କରବାର ବେଲ
ନେଇଁ ଆସବାର ତାଏଲ,
ସବୁ ଠିକ ଅଛେ ବଏଲାବେଲକେ
ମୁଁଡ ଟେକି କରି ଚାଲବାରବେଲ
ନେଇ ସେ ଭାଏଲ!
ଇଟା ଏନ୍ତା ହେଲା
ସେଟା ସେଆଡକେ ଗଲା
ବଲୁ ବଲୁ ବେଲ ଉଲଟିଗଲା।
କାଁ ହେଲା ଇଟା କାଁ ହେଲା
କହେତେ କହେତେସବୁ ଦିସଲା ପୁଲା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/9/2019
This poem has not been translated into any other language yet.
I would like to translate this poem
ହିସାବକିତାବ କରବାର ବେଲ ନେଇଁ ଆସବାର ତାଏଲ, .....wonderful expression my very dear elder brother! A beautiful poem......10