କୋଉ ଘର କଥା କହୁଛ ସୁନ୍ଦରୀ,
ଘର ତ ତୁମେ ନିଜେ!
ଆଉ ତୁମ ଏ ଘରେ କେତେ କଣ ନ ଅଛି!
ଘର ଭିତରେ ଘର, ଘର ଭିତରେ ଘର!
ଆଶ୍ଚର୍ଯ୍ୟଜନକ ଭାବେ ଘର ଯାଉଛି ଆଉଛି!
This poem has not been translated into any other language yet.
I would like to translate this poem