ଫୁଲ ଫୁଟୁଛେ କେନ୍ତାhow The Flower Is Blossoming Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଫୁଲ ଫୁଟୁଛେ କେନ୍ତାhow The Flower Is Blossoming

ଲେଖୁଛେଁ,
ଲେଖୁଥିମି,
କିଏ କାଣା ଭାବଲା,
କିଏ କାଣା କହେଲା,
କିଏ କାଣା କଲା,
ଖାତିର ନେଇଁ।

ମୁଇଁ ମୋର ଅଛେଁ,
ଥିଲିଁ, ଥିମି,
କିଏ ଗଲା, ଆଏଲା,
ରହେଲା,
ହିସାବ ନେଇଁ।

ମୋର ମୁଇଁ
ରଖିଛେଁ ମକେ
ମୋରଠାନେ।
ମୋର ମୁଇଁ
ଜଉଛେଁ ମୋରନୁ
ମୋରନିକେ,
ସମିଆ କେତେ
କାଣା ନେଇଁ ଜାନେ,
ଜାନବାର ଭି
କାରନ ନେଇଁ।

ଜୀବନ ଅଛେ,
ଅଛେ ଆରୁ ଆରୁ
କେତେକାଣା ମୋରନେ।
ସବୁକେ ନେଇକରି
ମୁଇଁ ଅଛେଁ,
କହୁଛେଁ ଅଛେଁ,
ନେଇଜାନି,
କେନ୍ତା ଆରୁ କେଁଟା।

ଠଁ କଉଛେଁ
ଫୁଲ ଫୁଟୁଛେ କେନ୍ତା,
ରଖୁଛେଁ ହିସାବ
ଫଲର।
ନେଇଁ କହି ଜାନି
ସଫାକରି କାହାକେ।
ମାତରକ ଲେଖୁଛେଁ
ସତ୍ ସବୁ,
ଜେନ ଜାହା ଭାବଲେ ଭାବୁ,
ଜେନ ଜାହା କରମି
ବଲୁଛେ ବଏଲେ କରୁ।

ଲେଖୁଛେଁ,
ଲେଖୁଥିମି ଏନ୍ତା
ଆଗକେ ଆରୁ ଆରୁ,
ଜୀବନ ଜଉ କି ଥଉ,
ଆଗକେ ଆରୁ ଆରୁ।

Friday, October 26, 2018
Topic(s) of this poem: flower
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success