ତିସରା ଆଦମି ଘୁସି ଅଉଛେ ଜଦରଭି
ଘଏତା-ମାଏପ ଭିତରକେ,
ଦୋଷ୍ ନେଇଥେଇକରି ଭି ଉଖରଉଛେ ଆରୁ
ମାଏଝିକେ ଭଟକଉଛେ ମୁନୁଷ୍ ର ବିରୋଧେ,
ସଜ ଦେଖିକରି ଫାଶ ଫିକୁଛେ
ମାଏଝିର ବିରୋଧେ ଘଏତାକେ
ଘେର କାଟି କରି ହେଆଡେ,
କାଁ ବଲି କହେବ ହେତାକେ
ମୋରନେ ନେଇଁ ନ ଶବଦ,
ଜାନିଛ କିଏ ଜଦର ଭି କହିଦିଅ ତ!
ଅପନା ଦୋଷ୍ କେ ଢାପବାରକାଜେ
କରୁଛେ ଚଢଉ ଇତିତାହିଁ
ଆରୁ ହେଇ ଆଏଲାବେଲକେ ଶୁଇନ୍
ଦେଖ ହେତାର ଛଟପଟ୍ ।
This poem has not been translated into any other language yet.
I would like to translate this poem
This is a kosli poem, kosli language is an ancient one and is used in western Odisha, India. It is about the third person interference in between husband and wife.