ପଣକିଆ
ଘୋଷିଛ ପଣକିଆ?
କେତେରେ କେତେ
କେତେ?
ଜାଣିଛ ବଏଲେ
କହ ତ ସତେ!
ଅଛେ ଇନେ
ହେଟା ହେତକି।
ଆରୁ ତମେ
କହେଲାବେଲକେ
ଧପଡେଇଆନୁଛେ
ହେ କେତକୀ।
ବୁଆର ପୁଓ ମୁଇଁ
ଦେମି ନ ପାନେ ଚଖେଇ
କହି ଦଉଛେଁ, ଲାଗ ନି।
This poem has not been translated into any other language yet.
I would like to translate this poem