କବି ଯଦି ଚାମଚା ହେଲା
ଗୁଳି କରି ମାରି ଦିଅ କବିକୁ।
କବି ଯଦି ସତ୍ୟ ଚିହ୍ନି ନ ପାରିଲା
ଫୁଟି ଯାଉ ଆଖି।
କବି ଯଦି ଜାଣି ନ ପାରିଲା କଣ ସତ୍ୟ
ବିଗିଡି ଯାଉ ମୁଣ୍ଡ।
କବି ଯଦି ଯାଇ ନ ପାରିଲା ସତ୍ୟକୁ
ମରୁ ମିଛମାୟା ନର୍କରେ ଘାଣ୍ଟିହୋଇ।
ଆଉ କବିକୁ ତୁଚ୍ଛାରେ ଯିଏ
ଗାଳିଗୁଲଜ କଲା, ଅସୁବିଧାରେ ପକାଇଲା,
ହଉ ଆହୁରି ଆହୁରି ବଡତି ଏ ସଂସାରରେ,
ପିଲା କୁଟୁମ୍ୱ ଧନ ସଂପତ୍ତି କ୍ଷମତା
ପୂରି ଥାଉ ସଦା।
English rendering;
If the poet a flatterer
Fire him out.
If the poet fails to
Recognize the truth,
Let he be blind.
If the poet could not know
What is the truth
Let his brain go out.
If the poet could not go
To the truth, let him
Stay in mud water
Of this world.
And if anyone
Put the poet in trouble and
Rebuke with no reasons
Let him grow with
Children, riches, and power.
This poem has not been translated into any other language yet.
I would like to translate this poem
I admire and strongly support your stance! Thanks for sharing dear poet!