ଆସି ନାଇଁ ଅକାରଣରେ,
ରହି ନାଇଁ କି
ଆସି ନାଇଁ ରହିବାକୁ।
ଆସିଛି ରାଜମିସ୍ତ୍ରୀ
ନୂଆ ଘର ଗଢିବାକୁ,
ଅଧାଗଢା ଘରେ
ଯାଇଛି ରହି ମୁଁ।
ଘର ଭିତରେ
ହ୍ରଦ ସମୁଦ୍ର
ଆଉ ତା ଭିତରେ
ମୁଁ ଇ ପବିତ୍ର।
ଆସି ଯାଇ ପଳେଇବ ମେଘ
ଦେଖିବାକୁ ରହିଛି
ମୁଁ ଇ।
This poem has not been translated into any other language yet.
I would like to translate this poem