Jaha se kahila
Parili ni bujhi,
Jaha bujhili se
Munda haleila.
Se munda haliela aau
Mu padigali.
padigali kua bhitare.
Paani nuhen
Thila niaan
Se kua bhitare.
Barapha-niaan aau jibana,
Aau mu chukti pain heli raaji,
Chuktira sabda aau akshara
Abujha rahila, dayakari khyamakara.
-
In Odia lipi;
ଯାହା ସେ କହିଲା
ପାରିଲି ନି ବୁଝି,
ବୁଝିଲି ଯାହା
ହଲେଇଲା ସେ ମୁଣ୍ଡ ।
ସେ ହଲେଇଲା ମୁଣ୍ଡ
ଆଉ ମୁଁ ପଡିଗଲି,
ପଡିଗଲି କୂଅ ଭିତରେ ।
ପାଣି ନୁହେଁ
ଥିଲା ନିଆଁ
ସେ କୂଅ ଭିତରେ ।
ବରଫ-ନିଆଁ ଆଉ ଜୀବନ
ଆଉ ହେଲି ମୁଁ ରାଜି ଚୁକ୍ତି ପାଇଁ,
ଚୁକ୍ତିର ଶବ୍ଦ ଆଉ ଅକ୍ଷର
ରହିଲା ଅବୁଝା, ଦୟାକରି କ୍ଷମାକର ।