ନ୍ୟାୟପାଳିକା!
ନ୍ୟାୟ କଣ ଅନ୍ୟାୟ କଣ
ଜାଣିବା ଉଚିତ୍ ନୁହଁ?
ଧନ୍ୟ,
ଆମ ଜୀବନ!
ଛି କରିବାକୁ ବି
ବଳୁ ନାହିଁ ମନ।
ତୁମ ପାଇଁ
ବେକାରରେ ଯାଉଛି
ଆମର ସବୁ ଧନ।
ଆଉ ରଖିଛ କଣ
ଦେବାକୁ ଯୋଗ୍ୟତାର ପ୍ରମାଣ!
ମାତୃଭାଷା ମାତୃଭୂମିକୁ
କରିଦେଲଣି ଶୂନ୍ୟ।
This poem has not been translated into any other language yet.
I would like to translate this poem
ନ୍ୟାୟପାଳିକା! ନ୍ୟାୟ କଣ ଅନ୍ୟାୟ କଣ ଜାଣିବା ଉଚିତ୍ ନୁହଁ? ଧନ୍ୟ, ଆମ ଜୀବନ! .....so touching and moving. An inspired poem so nicely executed.