ଭାବକୁ
ଗଜାନନ ମିଶ୍ର
ଶବ୍ଦରେ ନ ଭାସ
ଭାବକୁ ଇ ଆସ।
ଆଖିରେ ନ ଦେଖ
ହୃଦୟରେ ରଖ।
ଆଉ କୁଆଡେ ନ ଯାଅ
ଗୋଟାଏ ଜାଗାରେ ଥାଅ।
ହଁ ନା ସବୁ ତୁମର
ତୁମେ ଗାଢ ଅନ୍ଧାର।
ଆଲୁଅ ଅମୃତ
ଜୀବନର ମିତ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
19/03/2020
This poem has not been translated into any other language yet.
I would like to translate this poem