Kie kahiba aau kipari kahiba,
Kana kahiba aau ketebele kahiba,
keunthare kahiba aau kahaku kahiba,
Kahi paaribi nahin, biswas kara.
Mu kahi paribi nahin kie achhi ethare,
Aau heuchhi kana, kahapain
Kahi paribi nahin setaa bi
Aau kahibaku bi mu ethare nahin.
Subidha pain mate bujheibaaku dia
Kana kahapain kana, jadio nuhen sata
ethare sethare aau mu
Mo sabda sahita pura swachha.
In Odia lipi;
କିଏ କହିବ ଆଉ କିପରି କହିବ,
କଣ କହିବ ଆଉ କେତେବେଳେ କହିବ,
କେଉଁଠାରେ କହିବ ଆଉ କାହାକୁ କହିବ,
କହି ପାରିବି ନାହିଁ, ବିଶ୍ଵାସ କର ।
ମୁଁ କହି ପାରିବି ନାହିଁ କିଏ ଅଛି ଏଠାରେ,
ଆଉ ହେଉଛି କଣ, କାହାପାଇଁ ପାରିବି ନାହିଁ କହି,
ଆଉ କହିବାକୁ ବି ଏତେସବୁ
ମୁଁ ଏଠାରେ ନାହିଁ ।
ସୁବିଧା ଦୃଷ୍ଟିରୁ ମତେ ବୁଝେଇବାକୁ ଦିଅ
କଣ ଆଉ କଣ ପାଇଁ, ନୁହଁ ସତ ଯଦିଓ,
ଏଠାରେ ସେଠାରେ । ଆଉ ମୋ ଶବ୍ଦ ସହିତ
ମୁଁ ଅଛି ସ୍ଵଚ୍ଛ ସୁନ୍ଦର ।