ମଲିଦହନା ବୁଟା, ଗଲା କାହିଁ ଇନ ଥିଲା!
ଥିଲା ଥିଲା, କେନ୍ତା ଗଲା?
ସମିଆ କେଁ ହେଇଥିଲା?
ମଲିଦହନା ବୁଟା, ଜାନିଛେଁ ଇ ଦୁନିଆଁ
ବଡା କରସି ହଟହଟା ।
ପାଏନ ପବନ ସବୁ ଫଟା ।
ହେଲେ, ତମେ କବି ଆଏ,
ଜୁଡେଇଥିଲ ଭାବେ ରଙ୍ଗେ
ପିରତିରସେ, ସଭକୁ ସଭେ
ଖୁଲି ଦାଁଡେ ଝାରେ ଜଗଁଲେ ।
କବି ଆଏ ତମେ, ଜାନୁଛେଁ ।
ଫୁଟାସ ତରା ବିନ୍ ଆକାଶେ ।
ଫିର୍ ଫିରିର ଡେନାଥି ବାଧଁସ
ସମିଆ ହରିଶଙ୍କର ଝରନାନେ ।
(କବି କରୁଣାକର ଭୋଇର ମଲାଖବେର
ପାଏଲା ପରେ ଇ ଲିଖା)
This poem has not been translated into any other language yet.
I would like to translate this poem