ମାଛି କାହୁଁଜାଣିବ ମୃଗନାଭି ବାସ,
କାଷ୍ଠପିତୁଳୀ ଜାଣିବ କି ଚନ୍ଦନ ବାସ!
କହି ଏମିତି ହେ ଅଚ୍ୟୁତାନନ୍ଦ
ଆମ ଭିତରେ ଭରିଛ ବିଶ୍ଵାସ ।
ମଣିଷ, ଜାଣେ ମା ମାଟି ଭାଷାରସ,
ନୁହେଁ ମାଛି, ନୁହେଁ କାଷ୍ଠ ପିତୁଳୀ, ମଣିଷ,
ମା ମାଟି ମାତୃଭାଷା ବିରୋଧୀଙ୍କ,
ଆଜି ନାଇଁ ତ କାଲି କରିବ ତେଣୁ ସର୍ବନାଶ ।
This poem has not been translated into any other language yet.
I would like to translate this poem
ମଣିଷ, ଜାଣେ ମା ମାଟି ଭାଷାରସ, ନୁହେଁ ମାଛି, ନୁହେଁ କାଷ୍ଠ ପିତୁଳୀ, ମଣିଷ, ମା ମାଟି ମାତୃଭାଷା ବିରୋଧୀଙ୍କ, ଆଜି ନାଇଁ ତ କାଲି କରିବ ତେଣୁ ସର୍ବନାଶ । ବହୁତ ସୁନ୍ଦର ହୋଇଛି ସାର୍..ଆଜି ଗୁରୁଦିବସ ବୋଲି ଭୂଲିଯାଇଛନ୍ତି କି? Thank you sir for sharing it in our native language. 10++. Regards. Subhas