କିଛି ବି ଆବିଳତା ନାଇଁ
କାହା ପ୍ରତି କୋଉଠି,
ହଁ, ଭୁଲଛୁକ୍ ଦେଖି ହୁଏ ତ
କିଛି କହି ପକାଉଛି, କି ରଖୁଛି ଦୂରତା।
ଅର୍ଥ ନୁହଁ ମୁଁ ତୁମର କଟ୍ଟର ବିରୋଧୀ।
ଯଦି ସାମାନ୍ୟତମ ଆବିଳତା ଥାଏ ମୋଠି
କହି ରଖୁଛି ମୁଁ ତୁମ ଚାକର ହେବି
ଯାହାର କାମ ହୋଇଥିବ
କୁକୁରର ବି ଘର ସଫା କରିବା।
ମତେ ଶୁଣ, ମତେ ବୁଝ,
ନ ଶୁଣି ନ ବୁଝି ଯାହାତାହା
ଅପପ୍ରଚାରରେ ବ୍ୟସ୍ତ ତୁମେ
କହିବି କଣ ତୁମକୁ ଆଉ ମୁଁ!
English rendering;
Not polluted at all,
No filthy thought
Against anyone.
Yeah, telling so, something
Seeing some mistakes,
Keeping distance.
But it does not mean
I am dead against you.
If any smallest filth is
There with me, I vow
I would be your servant
Whose duty is to keep clean
Your dog's den.
Listen to me, understand me,
Without hearing or
Understanding me you are
Busy in telling whatever you like,
What would I say to you again?
This poem has not been translated into any other language yet.
I would like to translate this poem