ପ୍ରେମ, ଆଜି ଦିନର
ଭାରତୀୟ ମୁଦ୍ରାର ଗୋଟେ
ଟଙ୍କିକିଆ ଚକଲେଟ,
ଯାହା ମୋ ନାତୁଣୀର ଚକ୍ ଚକ୍
ଦୁଧିଆ ଦାନ୍ତକୁ କୁହେଁଇ ଦିଏ,
ଅବଶ୍ୟ ମୋ ନାତୁଣୀ ହୁଏ ସତର୍କ
ଆଉ କୁହାଁ ଦାନ୍ତ ବି ଝଡେ
ଗୋଟି ଗୋଟି ହୋଇ ଠିକଣା ସମୟରେ।
English rendering;
Love, A chocolate value of
One Indian rupee today,
Thatmakes my granddaughter's
Milky teeth rotten,
Of course, My granddaughter
Becomes cautious
And the rotten teeth fall down
One by one in due time.
ପ୍ରେମ, ଆଜି ଦିନର ଭାରତୀୟ ମୁଦ୍ରାର ଗୋଟେ ଟଙ୍କିକିଆ ଚକଲେଟ, .........ଏହାହିଁ ହେଉଛି ଏ ପଦ୍ୟର ଅସଲ ସାରମର୍ମ। ଯାହା କହନ୍ତୁ ପଛେ ମୋତେ ଖୁବ ଭଲ ଲାଗିଲା। ବହୁତ ଧନ୍ୟବାଦ ମିଶ୍ର ଆଜ୍ଞା।
This poem has not been translated into any other language yet.
I would like to translate this poem
Love, A chocolate value of One Indian rupee today, ........here is the essence of the poem. I like this poem very much. Thank you dear Mishra sir.