Mayura maara naa
Kuaa pain,
Simha maara na
Biluaa pain.
Kintu tume tuma jibana
Deipara paribara pain,
Paribaraku chhadipara
Goan pain,
Goanku birodh karipara
Desha pain.
Kintu satya pain,
Nirmala prema pain
Chapideipaara poruthibi ku bi.
-
In Odia lipi;
ମୟୁର ମାର ନା
କୁଆ ପାଇଁ ।
ସିଂହ ମାର ନା
ବିଲୁଆ ପାଇଁ ।
କିନ୍ତୁ ତୁମେ
ତୁମ ଜୀବନ ଦେଇପାର
ପରିବାର ପାଇଁ,
ପରିବାର ଛାଡିପାର
ଗାଁ ପାଇଁ ।
ଗାଁକୁ ବିରୋଧ
କରିପାର ଦେଶ ପାଇଁ।
ସତ୍ୟ ପାଇଁ
ନିର୍ମଳ ପ୍ରେମ ପାଇଁ
ଚାପି ଦେଇପାର
ପୃଥିବୀ କୁ ବି ।
For truth for love one should sacrifice everything