ଲୋକଶକ୍ତି Men Power Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲୋକଶକ୍ତି Men Power

Rating: 5.0

ଧା ଧା ଧିନ୍ ଧିନ୍ ଧା
ଗଜାନନ ମିଶ୍ର

କହିବି ନି
ମରି ଯା ମରି ଯା।
କହିବି ସୁଧୁରି ଯା,
ସୁଧୁରି ଯା।

ତୁ ଟା
ବହୁତ ବଦମାସ,
ତୁ ଟା
କ୍ଷତି କରିଛୁ ବହୁତ
ମୋ ମା, ମୋ ମାଟି
ଆଉ ମୋ ଭାଷାକୁ,
ତୁ ଟା
ବୁଲାଉଛୁ ଭୁଆଁ
ସଭିଙ୍କୁ,
ତୁ ତୋର ଅଂହରେ
ହେବୁ ସର୍ବନାଶ ।

କହିବି ନି
ମରି ଯା, ମରି ଯା।
କହିବି ସୁଧୁରି ଯା,
ସୁଧୁରି ଯା।

କହିବି
ସତ୍ୟ ଅଛି
ତୋ ପାଇଁ
ତୋ ଭିତରେ
ତୋର ହୋଇ
ଜାଣି ଥା
ଚିହ୍ନି ଥା।

କହିବି
ମିଛ
ଆଉ ରହସ୍ୟ
କରିବ
ତୋର ଇ କ୍ଷତି,
କହିବି
ଯା ନା
ଯା ନା
ସେ ଆଡିକି।

କହିବି
ରହ ସିଧା
କର ନା ଆଉ
ତୋର ଧାନକୁ
ତୋର ମୂଢି,
ନ ହେଲେ
ପାଇବୁ ପାନେ
ଦେବାକୁ ତୟାର
ଲୋକଶକ୍ତି।

କହିବି ନି
ଯା ମରି
ଯା ମରି,
ଦେଖ୍ ତତେ ତୁ
ଯାଉଛୁ କେମିତି
ସରି, ସରି, ସରି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
21/3/2019

POET'S NOTES ABOUT THE POEM
Men power is great power
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success