ସୁଧରି ଯmend Yourself Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସୁଧରି ଯmend Yourself

Rating: 5.0

1.

ସୁଧରି ଯ,
ସୁଧରି ଯ ରେ ପୁହେ,
ନେଇଁ ତ
ଯଦୁବଁଶ ବାଗିର
ନାଶ ହେବ ସଭେ।

ଜାନିଛେଁ,
ଖଟପିଲାନୁ
ପେଟପିଲାତକ୍
ତୁମେ ଗୁଟେ।

ଅଉଛ, ପଖନକେ
ଅଲଗାବାର ଲାଗି
ହେତାର ଛାଏନୁ
କାଁ କାଜେ!

ସୁଧରି ଯ,
ସୁଧରି ଯ ପୁହେ।
ନେଇଁ ତ
ସମିଆ ଆଏବା
ଖାର ହେଇଯିବ,
ନେଇଁ ବଁଚ କିହେ।

2.

ନେଇଁ ଜାନି ପାରଲୁଁ
ଦେଇଦେଲୁଁ ଗୁଟେ ଟୁକେଲ,
ଆରୁ ମାଗଲେ ଦେମୁ କେଁ?
ହେଟା କବି ଆଏ ବୁଆ,
ରଗରଗା ଜୁଏ!

ଦେମୁ କେଁ ଆରୁ?
ଜେତକି ହେଲେ ଭି ଯାହା।
କଏଁଚି ଧରି ବସିଛୁଁ,
ଟିକେ ପାଆଁଲିଲେ
ଟିକେ କାଟମୁ,
କେନ୍ତା କରୁଛେ କାଣା ଜାନମୁ!
ଜାନୁ ହେ, ଆମର କେନ ଏରିଆ,
ଆମେ କେନର ଛୁଆ।

ଖଟପିଲାନୁ ପେଟପଲା, ଆମେ
ଗୁଟେ ଆଏ, ଜାନୁ ଟୁରା!
ବାଁଧିଛୁ ପୁରକେ ପୁର, ବୁଚଡିବା,
ଦେଖମା କେନ୍ତା।
ଜୁଏ ପାଏନ ସବୁ ରଖିଛୁଁ,
ସୁଆଁଲିବାରଲୋକ ସୁଆଁଲୁଥିବା,
ପାଏନଥି ବୁଥୁଥିବା,
ଡହ ଡହ ହେଲାବେଲକେ
ପିଟବାର ଲୋକ ପିଟୁଥିବା, ଦେଖମା,
ସାଇଜକେ କେନ୍ତା ନେଇଁ ଆଏବା?

3.

ଇ ଫୁଲେ ନାଇଁ ନ ରସ,
ଆରୁ ହେନ୍ତା କଥା ନେଇଁ କହ ନ ବିଲାସ।
ରସର ରସିଆ ରସି ଯାଏସି,
ଆରୁ ଜୁନହାପୁରନା ହେଇ ଥିସି।
ଫୁଲେ ଫୁଲେ ଉଡି ଉଡି
ହାଡେଗୁଡେ ପଡି ପଡି
ସତ୍ କେ ଦେଖୁଥିସି।
ସତ୍ ଆଏ ଜୀବନ,
ସତ୍ ଆଏ ମରନ୍
ଜୀବନ ମରନ ଭିତରେ
ଯାଏସି ବିତି ପେରମେ ପେରମେ
ଇନର ଇ ଦିନ।
ମନରେ, କହୁଛୁ କାଁ କାଜେ
ନେଇଁ ପାରେ ନ!

4.

ଅସୁର ହଉ କି ହଉ ଶଶୁର,
କେନ ଶଲା କାଣା କହେବା
ମୋର ଦୁଆରକେ ଆସୁ
ନେଇଁ ତ ହେତାର ବଁଶ ବଲ
ବଏସ ଧନ ମନ ସବୁ ସବୁ ବଢୁ,
ଖଟେ ଲଟକି ଥିଲେ ଭି
ଆରୁ ଆରୁ ବଁଚମି ବଲୁ।

ମୁଇଁ ହେନ୍ତା ହି ହାରବାର ଲୋକ୍,
ଦାନ ନେବାରବାଲା, ତଲେ ହାତ୍
ହର୍ମିଶା ମୋର, କିଛୁ ନେଇ ନ
ମୋର ପାଶେ, ଯେତକି ଗାଲି,
ହୁଡାକୁଦା, ସଁପାକୁଟା, ରଚେକ ଭି
ନେଇଁ ପାରେ ଆସି ମୋରଲକେ,
ମୁଇଁ ଅଛେଁ ଖାଲେ, କାହିଁ କେନ
ରସାତଲେ, ଖାଲକେ ଠେଲମି
ବଏଲେ ଭି ପାରବା କେଁ
କେନ ସଲା କେଭେ।

ନେଇଁ ପାରଲୁ ଜାନି, ବଲବାର ନେଇଁନ,
ପାରିଥିଲେ ଜାନି କାଁ କରିଥିତ ଭାଏଲ!
ଖାଇପିଇ ମସ୍ତି କଲ, ଧୁଇଲ ଚଟାଲ,
ଅଧରାତିଆ ଚଢଉ କଲ, କାଣା କିଛୁ
ଜାନିଜୁନା ପାରଲ? ନେଇଁ ପାରଲ!
ଫଟାଢୋଲ ପିଟଲ, ମାଏଝି ପିଲାବହକେ
ଭଟକାବାର କୋସିସ କଲ, ପାରଲ?
ତୁମର ଖାଲେ ତୁମେ ପଡଲ, ଉଠି ପାରଲ
କି ନେଇଁ ପାରଲ ନେଇଁ ଜାନଲ।
କେନଟାକେ କାଣା କଲ?
ବିଲେଇଗୁହେ ହାତ୍ ଦେଲ,
ଛିରେ ଛକା, ଧୁକାଥି ଉଡଲ,
କହେଲ ନେଇଁ, କହିନେଇଁ ପାରଲ
କାହିଁ ଗଲ! ଅଁଧାଧୁନିଆ ମାରଲ ଲେଦା,
କାଣା ପାଏଲ? ପ କି ନେଇଁ ପ,
ନିଲଜ ବେତାନ୍ ଦାଁତ ଖିଚଡାଲ,
ରୁଘା ହେଲ, ସାନିଘାଁଟି ହେଲ
ଯମ ଦୁଆରେ।
ଥଉ, ଆରୁ ଅଏଧକା ନେଇଁ କହେନ,
ମୁଇଁ ମୋର ବାଟେ ଯଉଛେଁ ନ!

Saturday, September 1, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, kosli is the ancient language and is used in western parts of Odisha India
COMMENTS OF THE POEM
Dr Dillip K Swain 01 September 2018

We can never straighten a dog's tail! Coward people are putting anonymous comments but they can not succeed because we don't care as we are freeelancers! A beautiful poem (10)

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success