Priya stree,
Tumaku bibaha karichhi
Aau aame ekatra jojanaa krichhun
Ekatra bahubidha karya kari
Bahu bhavare
Sukha paibaaku aau
Dukha kamaibaku.
Mo priya stree
Dayakari aama ichhamananku
Tadi debaa
Aama karyaru,
Aau mane rakhibaa
Semanee aamar sukhara
Sutradhara nuhen
Semane aamara dukha kamaibe nahin
In Brahmi script;
ମୁଁ ବିବାହ କରିଛି ତତେ
ମୋ ପ୍ରିୟ ସ୍ତ୍ରୀ
ଆଉ ଆମେ ଉଭୟେ
ଏକତ୍ର ବହୁବିଧ କାର୍ଯ୍ୟକରି
ଯୋଜନା କରିଛୁ
ସୁଖ ପାଇବାକୁ
ଆଉ ଦୁଃଖ କମାଇବାକୁ ।
ଦୟାକରି ଆମ ଇଚ୍ଛାକୁ
ଦେବାତଡି ଆମର
ସବୁ କାର୍ଯ୍ୟରୁ
ଆଉ ମନରେ ରଖିଥିବା
ସେମାନେ ସୁଖର ସୂତ୍ର ନୁହନ୍ତି
ସେମାନେ କେବେ ବି
ଆମ ଦୁଃଖକୁ କମାଇବେ ନାହିଁ ।