ସଂଗ୍ରାମବିନା
କାହିଁ ସ୍ୱାଦ ଜୀବନର,
ଜୀବନବିନା କାହିଁ ସ୍ୱାଦ
ମାଟିର,
ମାଟିବିନା, ମା ବିନା
କାହିଁ ଭାଷା,
ଭାଷା ପାଇଁ ସଂଗ୍ରାମ
ଅସଲ ସଂଗ୍ରାମ।
ଭାଷାରେ ନାଁ, ମାଁ।
- -
English rendering;
No taste in life
Without struggle,
No charm of the earth
Without life,
Where is language
Without the earth,
Without the mother,
Struggle for the language
Is the real struggle.
Language is there,
With name and
With the mother.
This poem has not been translated into any other language yet.
I would like to translate this poem
ବାସ୍ତବିକ ମା ବିନା ଭାସା ନାହିଁ, ସଂଗ୍ରାମ ବିନା ଜୀବନ ନାହିଁ. ଖୁବ୍ ସୁନ୍ଦର ଭାବେ ଚିନ୍ତା କରି ଲେଖିଛନ୍ତି ଆଜ୍ଞା.There is no language without mother and no life without struggle. You have nicely justified. Thank u sir.