ଯାହା ପାଖରେ
ନାହିଁ ଛଳନା,
ଯାହା ପାଖରେ
ଅଛି ଭଲ ପାଇବା,
ସିଏ ହିଁ ଅଧିକାରୀ
ସୁଖର, ଆନନ୍ଦର,
ସକଳ ପୁଣ୍ୟର,
କପାଳରେ ଲେଖା
ନାହିଁ ଦରିଦ୍ରତା।
ସବୁ ଶତ୍ରୁ ନିପାତ
ଆଉ ମିତ୍ରଙ୍କ ଗହଣରେ
ଦିନ ଯିବ ସଦା।
This poem has not been translated into any other language yet.
I would like to translate this poem
Stay transparent dear men and feel good.