ନାଇଁ, ନାଇଁ, ବିଶ୍ଵାସ
ରହୁ ନି କାହାରି ଉପରେ ।
ବିଚାର ଉପରେ ତ
ଆଦୁ ନୁହେଁ ।
ଯେତେ ଯିଏ ଅଛନ୍ତି ଯୋଉଠି,
ଅଛନ୍ତି ଖାଲି ନିଜ ପାଇଁ ।
କହୁଛନ୍ତି ଆପେ ବଂଚିଲେ ବାପର ନାଁ,
ନାହିଁ ଶୋଚନା ଟିକିଏ କଣ କେମିତିକୁ ।
ପିଅ, ଖାଅ, ଶୁଅ,
ଜିନ୍ଦେଗି ଖତମ୍ ।
ଆଉ କଣ ପାଇଁ କିଏ
କୋଉଠି କେମିତି
ପଚାର ନା ଜମାରୁ ।
ଡ୍ରେସ୍ ଅଛି ଯେମିତି, ଥାଉ ।
This poem has not been translated into any other language yet.
I would like to translate this poem