କିଏ ନିନ୍ଦା କରେ କି
ଗାଳି ଦିଏ ମଲା ଲୋକକୁ?
ଜିଅନ୍ତା ଉପରେ ସବୁ ମାଡ!
ନ ଜାଣିଛ କିଛି ନୁହଁ!
ଆସ ଖାଇବା କହୁଛ ଅଥଚ
ରଖି ନ କିଛି ଦେବାକୁ ସପନ!
ଭାଙ୍ଗଛି କି ନିଦ?
ସତରେ ପିଇ ନ ମଦ!
ନବୀନକୁ ଦେଉଛ କିଆଁ
ସବୁ ଦୋଷ?
କଣ କହୁଛି ଯାଅ ଦାଦନ!
କହୁଛି ନୁହଁ ତୁମେ ମରଦ!
ତାଠି ସିଏ ମସ୍ତ ଦେଖୁ ନ!
ମରିଛ, ନିଜେ କହି ଦେଉ ନ!
This poem has not been translated into any other language yet.
I would like to translate this poem
Dream in life, life in dream