ଆମ ଘର ତୁମ ଘର,
ଆମ ଲୋକ ତୁମ ଲୋକ,
କୋଉଠି ରହିବ କଣ କରିବ
କହି ଅଛି କି ଲାଭ!
ଲାଭାଲାଭ ହିସାବ କରୁ କରୁ
ଯାଉଛି ସକାଳ ପୁଣି ଆଉଛି
ସକାଳ ପରେ ସଂଜ।
ସଂଜରେ ଘର ବାହୁଡା
ତୁମର ଆମର।
ଘର କେମିତି କୋଉଠି?
ଘରେ ଘରେ କିଏ କିଏ?
ଅଛନ୍ତି ଘରେ କାହା ଲୋକ?
ଏ ଘର ମାଉସୀ ସେ ଘର ପିଉସୀ,
ଅଛ ଯେ ଯାଏ ଥାଅ ଧରି ଖୁସି।
English rendering;
Our house your house,
Our men your men,
Is there any benefits
Where shall you stay
And what shall you do?
Calculating loss
And profits
Morning is going and
Coming, and
After the morning,
The evening is coming.
At the evening
We are returning home
So also you.
How is the house
And where?
House is filled,
Who are they?
So long you are there
With all coming
And going, stay happy.
This poem has not been translated into any other language yet.
I would like to translate this poem