ଅକୁହା କଥା Poem by Prabhat Kumar Sahoo

Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India

ଅକୁହା କଥା

କିଛି କଥା କହି ତ ହୁଏନି
ସମୟ ବି କେବେ ଅଟକି ରୁହେନି
ନାଁ ତାର ହୁଏ ଅକୁହା କଥା
ପୀରତି କି ପ୍ରେମ ଅଲେଖା କାଗଜ
ମନଟି ତଳର ଜଳନ୍ତା ବ୍ୟଥା
ଦିନ ଗଡି ଯାଏ, ସ୍ବପ୍ନ ବୁଡି ଯାଏ
ମଥାରେ ଝଟକେ ରୁପାର ଛିଟା
ମଶାଣିଭୂଇଁରେ ଲୋଟିବାକୁ ବାକି
ଜଳିବ ସବୁର ଉଜ୍ବଳ ଚିତା l

READ THIS POEM IN OTHER LANGUAGES
Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India
Close
Error Success