ଏକାକୀ,
ହଁ ଏକାକୀ ମୁଁ
ମନ୍ଥି ଚାଲିଛି
ସାରାଟା ସାରା ରାଇଜ।
କେତେ କିଏ
କଣ ନ କହୁଛି,
ମାର୍ ଗୁଳି ସବୁକୁ,
କହୁଛି ନିଜକୁ।
ହଁ, କହୁଛି,
କହୁଛି ନିଜକୁ ନିଜେ
ନିଜର ଆକାଶ।
ଆକାଶ,
ଉଠୁଛି ପଡୁଚି
ଥରକୁ ଥର।
ଆଉଛନ୍ତି ଯାଉଛନ୍ତି ଯେତେ
ଦେଖୁଛନ୍ତି ମଜା ଏଠାକାର
ଏ ଜାଗାର ଆଉ
ଏଠାକାର ସଭିଙ୍କର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem
ଆଉଛନ୍ତି ଯାଉଛନ୍ତି ଯେତେ ଦେଖୁଛନ୍ତି ମଜା ଏଠାକାର ଏ ଜାଗାର ଆଉ ଏଠାକାର ସଭିଙ୍କର। ତପୋବନ, ଟିଟିଲାଗଡ, ବଲାଙ୍ଗିର.....chamatkar. Manamugdhakara barnana. Beautiful poem.