ନଦୀ,
ନଦୀ ଆଉ ନାରୀ,
ନାରୀ ଆଉ ଜୀବନ ।
ସବୁ ପୂର୍ଣ ।
କଳୁଷିତ ହେଲେ
ସବୁ ଶୂନ୍ୟ ।
ପାହାଡ ଝରଣା ଜଙ୍ଗଲ
ପ୍ରକୃତି ମଙ୍ଗଳମୟ ।
ଉଜାଡିଦେଲେ
ଜୀବନ ଦୁର୍ବିସହ ।
ଦେଖ, ପରଖ ଆଉ
କର ବିଚାର
ଜୀବନ ସଂସାର
କେବଳ ତୁମର ।
This poem has not been translated into any other language yet.
I would like to translate this poem