Jana satya
Aau sikhyaka hua.
Anubhav kara satya
Aau raha nirbhaya.
Shanta raha aau
Jina jagata.
Kichhi katha nai
Tume jie bi hua.
In Odia lipi or say Brahmi script.
ଶିକ୍ଷକ ହୁଅ
ଜାଣ ସତ୍ୟ ।
ସତ୍ୟ ଜାଣ
ଆଉ ହୁଅ ଶିକ୍ଷକ ।
ଅନୁଭବ କର ସତ୍ୟ
ଆଉ ନିର୍ଭୟ ରହ ।
ଶାନ୍ତ ହୁଅ ଆଉ ଜିଣ ଜଗତ ।
କିଛି କଥା ନାଇଁ
ତୁମେ ଯିଏ ବି ହୁଅ ।