ନିରବତା ଢେଉ Silence Waves Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନିରବତା ଢେଉ Silence Waves

Rating: 5.0

ଅନେକ କିଛି
ଗଜାନନ ମିଶ୍ର

କହିବାର ଅଛି
ଲେଖିବାର ଅଛି
ଅଛି ଅଛି ଅନେକ କିଛି।

ଜିନ୍ଦାବାଦରୁ ସତ୍ୟହେ
କେତେ ଦୂର କି?
ନିରବତା ଢେଉ ଖେଳୁଛି।

ବଜାଅରେ ବଜାଅ
ଶଙ୍ଖ ହୁଳହୁଳି,
ବଜାଅ ବଜାଅ ସତ୍ୟରେ।
ଆଉ ମନେରଖରେ
ବଜାଇବାଟା ଅନିତ୍ୟ।

ଅନିତ୍ୟ ସମୟ,
ସମୟର ସବୁ ଏ ଖବରକାଗଜ
କିଏ ରଜା କିଏ ଗଉଁତିଆ ।
ଲମ୍ୱିଯାଉରେ ଲମ୍ୱିଯାଉ ତାଲିକା
ସମୁଦ୍ରର ଢେଉ ଜଙ୍ଗଲର ପଶୁ
ସବୁଠି ସଭିଙ୍କର ସ୍ୱାଧୀନତା ।
ସବୁ ଅସ୍ଥିରତା ସବୁ ଅସ୍ଥିରତା
ଆହା ଇତିହାସର ପର୍ଦାକୁ
ଧରିରଖୁଥାଏ ଧର୍ଷିତା!

ଚାରିବାହା ସବୁ ମାୟା,
ସବୁ ମାୟା! ମାୟା
ହେଉ, ତଥାପି ଚାଲ,
ମାୟା ଭିତରେ ଇ
ଦେଖୁଥାଅ ପରଖୁଥାଅ
କେମିତି ଭାଇ କେମିତି ବାପା
ଆଉ ଚାଲୁ ରଖିଥାଅ ଏ ଯାତ୍ରା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
15/10/2019

POET'S NOTES ABOUT THE POEM
Language - odia, script - brahmi.This is about mysterious world
COMMENTS OF THE POEM
Tapaswini dash 14 October 2019

Great write, life in mystery

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success