1.
ଆମର ଦୁଃଖ
ଅଛି ନିଜର ଜାଗାରେ,
ଆଉ ଆମେ ଡାକି ଆଣୁ
ଦୁଃଖକୁ ଆମ ଜାଗାକୁ,
ଦୁଃଖର କିଛି ଦୋଷ ନାହିଁ ବନ୍ଧୁ ।
ଦୁଃଖ ସହ ଭାବ ପ୍ରେମ ବି
ନୁହଁ ଭଲ ମନେରଖ ମୂଳରୁ।
2.
ଦେବାର ନେବାର
ନାହିଁ କିଛି,
ଥାଉ ସେ ସେଠି ।
ସେଠି ହିଁ ହେବ ସମାଧି ।
ନାମ ଗ୍ରାମ ପଚାରି ନାହିଁ ଲାଭ,
ଅଛି ଯଦି ଥାଉ କଉସ୍ତୁଭ ।
ସମୟ ଦେଖି କାମରେ ଲାଗିବ ।
This poem has not been translated into any other language yet.
I would like to translate this poem
ଦେବାର ନେବାର ନାହିଁ କିଛି, ଥାଉ ସେ ସେଠି । ସେଠି ହିଁ ହେବ ସମାଧି । ନାମ ଗ୍ରାମ ପଚାରି ନାହିଁ ଲାଭ, ଅଛି ଯଦି ଥାଉ କଉସ୍ତୁଭ । ସମୟ ଦେଖି କାମରେ ଲାଗିବ । Beautiful Poem Sir. Thank you for the beautiful thought.