ଏ ସମୁଦ୍ର ନୁହଁ ସେ ସମୁଦ୍ର
ଯାହାର ଭିତରେ ବୁଡିଥିଲ ତୁମେ
ଆଉ ଥରେ ଗତଦିନେ ।
ନାହିଁ ସ୍ମରଣରେ ଗତଦିନ ସବୁ
ନାହିଁ କୌଣସି ସମୁଦ୍ର ପାଖରେ ଆଉ,
ନାହିଁ ବି ପବନ ଉଡେଇନେବାକୁ ।
ଆକାଶ ତଥାପି କରୁଛି ଚାଲବୁଲ୍
କହିଦେବାକୁ ଗୀତ ଗାଉଥିଲା ଯାହା ବୁଲବୁଲ୍ ।
English endering;
This ocean is not that ocean
Wherein you dived again yesterdays.
Yesterdays are not in memory,
No ocean is near also.
Air is not here to take away.
Still, the sky is moving,
To tell what the bird Bulbul was singing.
This poem has not been translated into any other language yet.
I would like to translate this poem