ମା ଭାଷା
ବହୁଥାଏ ରକ୍ତରେ,
ଜୀବନ ନାଟିକାରେ।
ମା ଭାଷା
ବାହାରେ ହୃଦୟରୁ,
ଅନ୍ଧାରରୁ ନେବାକୁ
ଆଲୁଅକୁ।
ମା ଭାଷା
ଜ୍ଞାନ ଭଣ୍ଡାର।
ମା ଭାଷା
ଦୂରେଇଥାଏ
ଲୋକହସା।
ମା ଭାଷା
ଆନନ୍ଦ ଖଣ୍ଡ ଖିରିସା ।
This poem has not been translated into any other language yet.
I would like to translate this poem