Dekha se aade
jadi chanha
Puraipara chaabi.
Utsahita karibaa
Abasya nuhan mora kaama.
Jana tume, mu jane kabi,
JIbana pain pratisrutibadhha,
Mu jane suna ra samadhan pranaali.
In Odia lipi or Brahmi script;
ଶୂନ
ଦେଖ ସେଆଡେ
ଯଦି ଚାହଁ
ପୂରାଇପାର ଚାବି ।
ଉତ୍ସାହିତ କରିବା
ଅବଶ୍ୟ ନୁହଁ ମୋର କାମ ।
ଜାଣ ତୁମେ, ମୁଁ ଜଣେ କବି,
ଜୀବନ ପାଇଁ ପ୍ରତିଶ୍ରୁତିବଦ୍ଧ,
ମୁଁ ଜାଣେ ଶୂନର ସମାଧାନ ପ୍ରଣାଳୀ ।
a poet is committed to life