Jane -
Chupchap dekhe
Ghatuchhi kana.
Aau jane-
Shanti kathabarta pain
Prabartae.
Trutiya-
Samarthan kari
Chida hue pakhare.
Kintu bandhu,
Tuma godare tumaku
Chhidaa hebaku heba.
Dekhebaku heba
Tume kie aau kipari.
-
In Odia lipi or script;
ତିନୋଟି ବନ୍ଧୁ
ଜଣେ -
ଚୁପ୍ ଚାପ୍ ଦେଖେ
ଘଟୁଛି କଣ ।
ଆଉ ଜଣେ -
ଶାନ୍ତି କଥାବାର୍ତା
ପାଇଁ ପ୍ରବର୍ତାଏ ।
ତୃତୀୟ -
ସମର୍ଥନ କରି
ଛିଡା ହୁଏ ପାଖରେ ।
କିନ୍ତୁ ବନ୍ଧୁ,
ତୁମ ଗୋଡରେ ତୁମକୁ
ଛିଡା ହେବାକୁ ହେବ ।
ଦେଖେଇବାକୁ ହେବ
ତୁମେ କିଏ ଆଉ କିପରି ।