ଆଜି ଏ ଜହ୍ନ, Today This Moon Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଜି ଏ ଜହ୍ନ, Today This Moon

Rating: 5.0

ଅଖଣ୍ଡ, ଅଖଣ୍ଡ ଆଜି ଏ ଜହ୍ନ,
ଅଖଣ୍ଡ ଜୀବନ, ମନ।
ଅଖଣ୍ଡତା ଭିତରେ ନାହିଁ ସନ୍ତାପ,
ନାହିଁ କଷଣ, ଅଛି ରକ୍ଷଣ, ଅଛ ତୁମେ ପୂର୍ଣ।

ନଟକୂଟ ଛନ୍ଦକପଟ ଥିଲେ ବି ଯେତେ ଯୋଉଠି
ପାରୁ ନି କରି କିଛି କ୍ଷତି,
ସତ୍ୟରେ ନିଷ୍କାମରେ ଅଛି ବୋଲି
ପାରୁଛି ଦେଖି ତୁମ ଦିବ୍ୟ ଜ୍ୟୋତି।

ଅବଶ୍ୟ ଅଛି ପ୍ରେମ, ଅଛି ସତ୍ୟର ପ୍ରଭୁପଣ,
ଲାଗୁଛି ଉଶ୍ୱାସ ଥିବାରୁ ଜ୍ଞାନ,
ଅଛି ବୋଲି ନାମ ହେଉଛି ଦୁଃଖର ଖଣ୍ଡନ।

ନିମିଷରୁ ନିମିଷ ଖସୁଛି ଦିବସ,
ରୂପରେ ଅରୂପ ଆଉ ଅରୂପରେ ରୂପ
ଯାଉଛି କଟି ବର୍ଷ ମାସ ଦିନ।

Wednesday, January 31, 2018
Topic(s) of this poem: life,love,moon
COMMENTS OF THE POEM
debendra majhi 31 January 2018

aati sundar! the title takes me somewhere else..thank you poet

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success