ଅଙ୍ଗଛି Towel Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଙ୍ଗଛି Towel

Rating: 5.0

ଇ ଅଙ୍ଗଛିର କାଜେ
ମିଲୁଛେ ସୁନବାରକାଜେ
ଏତକି ।
ଛି ରେ!

କେନୁ କେଁ କସ୍ ଲାଗଲେ
ମାଏଝି ବଲୁଛେ କାହାର୍ ପାଖୁ
ସୁଇକରି ଆଇଛୁ!

ପେଣ୍ଟପିନ୍ଧା ବାବୁ,
ହଲିଆ ଗୁନ୍ଦଲିଆ ବାଗିର୍
କାଁ କାଜେ ହଉଛୁ?

ମରଡି ମକାର୍ ବଲୁଛୁ,
ସିକାର ମଦ ଘିଚୁଛୁ ।

ନେଇଁ ବଲୁନ୍ ବଲୁନ୍ ମରୁଛୁ
ଆରୁ ମାରୁଛୁ ।

ଘିଚିଆନ୍ ଜେନୁ ଜେନ୍ତା ପଉଛୁ ।
ଅଙ୍ଗେ ଜେନ୍ଟା ଲାଗୁଛେ,
ଜମାଟହେଲେ ଝାଲଝୁଲା
ଖୁଜେଇ ହଉଛେ,
ଅଙ୍ଗଛି ପୁଛି ଆନଲେ
ମାଟିର ଦେହେ ନୁକୋ ଲାଗୁଛେ ।

ଝମେଲା ବଢୁଛେ
ଅଙ୍ଗଛି ଲାଗି ବଏଲେ
ଘରେ କାଁଜେ ପିଁଧମା ବାବୁ!

ଅଙ୍ଗଛି ଅଙ୍ଗଛି ଆଏ,
ପୁଛି ଆନ ଟିକେ ସଫେଦ ମୁହୁଁ ।
ଦେଖବ ଜଦର ଭି କାଲିଆକାହ୍ନୁ ।

POET'S NOTES ABOUT THE POEM
Written in kosli language, kosli is an ancient language, used in western Odisha, India. It is one of the sweetest language of the world.
COMMENTS OF THE POEM
Dr Dillip K Swain 12 October 2017

A fabulous Sambalpuri Poem..! I loved reading it..10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success