ହାଟର କନିଆଁ ବାଟର ବର,
ନେଲା ଯିଏ ବିଶ୍ୱାସରେ ମଲା ସିଏ
ବିଶ୍ୱାସ କର।
ବିଶ୍ୱାସକର, ବିଶ୍ୱାସକର,
ଲୋକ ଚିହ୍ନି ନ ପାରିଲେ ଜୀବନସାରା
ଦହଗଂଜରେ ପଡିବା ସାର।
ଭଦ୍ରଚୋର ପାରିବ ନି ଜାଣି,
ତନଖି ଦେଖ ଭିତର ବାହାର।
This poem has not been translated into any other language yet.
I would like to translate this poem