Whatever I say
My wife objects
And says
Nothing true.
But what other people say
My wife is there
To support all
And says, look.
Rendering into Odia, script- Brahmi;
ମୁଁ ଯାହା କହେଁ
ଆପତ୍ତି କରନ୍ତି ସ୍ତ୍ରୀ
କହନ୍ତି ନୁହଁ ସତ କିଛି ।
କିନ୍ତୁ ଯାହା ଅନ୍ୟ ଲୋକେ
କହନ୍ତି ମୋ ସ୍ତ୍ରୀ କରନ୍ତି
ସମର୍ଥନ ସବୁ
ଆଉ କହନ୍ତି ଦେଖ ।
This poem has not been translated into any other language yet.
I would like to translate this poem