ଜିଣିବାର ଅଛି ଯଦି ଜିଣ ମୃତ୍ୟୁ
ଆଉ ଦିଅ ଦେଖାଇ କୋଉଠି ମିତ୍ର
ଆଉ କୋଉଠି ଶତ୍ରୁ।
ଯେଣତେଣ ପ୍ରକାରେଣ ରହ
ପାରୁଛ ଯଦି ଅଛ ଯୋଉଠି
ଆଉ ଦିଅ କହି କିଏ କାହାର ଏଠି!
ନ ହେଲେ ନାଇଁ କହି
ଯାଅ ନା ଆଉ କେଉଁଆଡକୁ।
This poem has not been translated into any other language yet.
I would like to translate this poem
Who is there to wins death? if no one is there, the earth is warrior-less one can say.