କାହିଁରଟା କାହିଁ
ଗୁରଦୁଧୁର୍
ଭାଗି ଆଏଲି ନ,
ନେଇଁ ହୁଏ
ଆରୁ ଫିରି।
କେନକେ
ଫିରବାକେ କୁଛ?
କେନଲକେ ଅଛ?
ଫିରବାର ଡେନା
କାହିଁ ପାଏଲ ମୋର୍ ନ!
ରଁଗ ରୂପ ରସ
ଗଲା ନ ସବୁ।
ଇହେଦେ ହେଦେ
ବଲୁନ୍ ବଲୁନ୍।
ପିଛଲି ଗଲା ନ
ରଁଗ ଆରୁ ପାନି,
ହେଟା ମୁଇଁ
ନାଇଁ ଜାନବାର ବଲୁଛ!
This poem has not been translated into any other language yet.
I would like to translate this poem
I wonder how do you compose such brilliant poems so easily! I solute to your inborn talent! I am proud of you respected poet! Appreciated the piece of work in Kosli to which i am very much acquainted because i have spent almost decade in Titillating and Kantabaji!