କୁଟୁମବସିଆ ଏକାସଁଗେwith Family Together Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୁଟୁମବସିଆ ଏକାସଁଗେwith Family Together

Rating: 4.5

ଚଁଟିଆ
ଗଜାନନ ମିଶ୍ର

ଥିଲା ଇ ଘରେ
କହୁଥିଲା ଇଟା ମୋରଟା।
ତମରଟା ନେଇଁସେ
ହେଟା କହୁ ନେଇଁଥେଇ।

ଛୁଆପିଲା ମାଏଝି ସଁଗେ
କେଡେ ହେଲେଗୁଲେ
ନଚାଡେଗା ଖାନାପାନା
ନେଇଁ କରୁଥିଲା ସତେ!

ଇନୁ ହେନକେ,
ହେନୁ ସେନକେ
ଡେଗି ଡେଗି
ଯଉଥିଲା ଅଉଥିଲା,
ପଚରଉଥିଲା କେଁ କେନ୍?
ତାକର ତାକର କାଣା କାଣା
ବାତଚିତ୍ ହଉଥିଲେ ହେମାନେ
କୁଟୁମବସିଆ ଏକାସଁଗେ,
ହେଟାକେ କାହାର ଥିଲା ନିଘା?

ଝନହେ ଥିଲେ
ହେଟା ହେନ କାଠିକୁଟା ଦୁରା
ନେଇଁ ପଡବା କେଁ!
ହେଜାଲେଖା କରୁଛେ
କିଏ ହେଟାକେ!

ଥିଲାବେଲକେ କେତେ
ହୁଟହାଟ ଫୁଟଫାଟ,
ନେଇଁ ଥିଲେ ନୁରାଖୁଜା,
ଜେନ୍ତା ହେଲେ ଭି
ଥିସି ନ କେନ ରଚେକ
ଅପନାପନ୍।

ତପୋବନ, ଟିଟିଲାଗଡ, ବଲାଙ୍ଗିର

Sunday, October 7, 2018
Topic(s) of this poem: birds,life
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success