ନାରୀ - ମୋ ମା,
ନାରୀକୁ ଦିଏଁ ସମ୍ମାନ।
ନାରୀକୁ କଲେ ଦୋଚାରୀ
ବଂଶଟା ଯିବ ମରି।
ନାରୀକୁ କଲେ ନିଶାଖୋରି
ସମାଜ ହେବ ବେମାରୀ।
ନାରୀର ନାଇଁ
ଶତ୍ରୁ ମିତ୍ର, ନିଜପର।
ନିଜ ଧ୍ୱଂସ ଆମନ୍ତ୍ରି ନିଅ ନା
କରି ନାରୀକୁ ଅପବ୍ଯବହାର ।
ନାରୀକୁ ରଖ ପବିତ୍ର
ପାଇବ ସ୍ୱର୍ଗସୁଖ।
ନାରୀକୁ ଦିଅ ଶିକ୍ଷା,
ଫିଟିବ ନୂଆ ଦିଶା।
This poem has not been translated into any other language yet.
I would like to translate this poem