ଅଦ୍ଭୁତ ଏ ସମୟ Wonderful This Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଦ୍ଭୁତ ଏ ସମୟ Wonderful This Time

Rating: 5.0

ଦେଖଇ ସତ୍ୟପ୍ରାୟେ ତାହା,
ନିଦ୍ରାର ଅନ୍ତେ ହୋଏ ମାୟା 7/2-ଅତିବଡି ଜଗନ୍ନାଥ ଦାସ।

ସତ୍ୟ ହେଉଛି ସମୟ,
ଆଉ ସମୟର ଗତି ଜଣା ନାହିଁ କାହାକୁ।

ତୁମର କାନ୍ଦ ତୁମର ହସ ତୁମର ନାଚ
ତୁମର ଚାଲି କିଛି ନୁହଁ ତୁମରି।

ତୁମର ଆସିବା ଯିବା ରହିବା
ଠିକଠିକଣା ନାହିଁ କିଛି ।

ଅଦ୍ଭୁତ ଏ ସମୟ
ତୁମକୁ ରଖି ପୁଣି ଯାଉଛି
ତୁମଠୁ ବାହାରି।
ସବୁଠି ଥାଇ କୋଉଠି ନାହିଁ।

Tuesday, January 16, 2018
Topic(s) of this poem: time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success