ଲେଖ,
କିଛି ଲେଖ
ଆଉ ଉପଭୋଗ କର
ଆନନ୍ଦ।ତୁମ ଶବ୍ଦ,
ତୁମ ଭାବ ନାହିଁ
ଆଉ କାହାଠି।
ତୁମର ଲେଖାରେ ଦେଖ
ନିଜ ଜୀବନ ଆଉ
କର ଆବିଷ୍କାର ଆଲୁଅ।
ତୁମେ ଯେ ତୁମର
ଏ କଥା ଆଉ
କହିବାର ନାହିଁ।
କହିବାର ଅଛି କେମିତି ରହିଛି ସତ୍ୟ।
ଆଉ ସତ୍ୟଠି ଯେ ସମସ୍ତେ
ଏ କଥା ଦୋହରାଇବାର ନାହିଁ।
ତୁମର ଲେଖାରେ ଦେଖ ନିଜ ଜୀବନ ଆଉ କର ଆବିଷ୍କାର ଆଲୁଅ।.... ହଁ, ନିଜକୁ ଜାଣିଲେହିଁଁ ବିଶ୍ଵକୁ ଜାଣିବା ଏହା ଏକ ସୁନ୍ଦର ହ୍ରୁଦୟସ୍ପର୍ଶୀ ଦାର୍ଶନିକ କବିତା. ଧନ୍ୟବାଦ ମିଶ୍ର ସାର୍. (It is a beautiful philosophical poem on truth having touching expression. Thank u dear Mishra sir.
This poem has not been translated into any other language yet.
I would like to translate this poem