I have my own fire
And I know the route.
Odia rendering, in Brahmi script;
...
I am in love
With words,
With languages,
With living creatures,
...
Life and poetry,
All known
For freshness.
...
ମାର୍ ଦମ୍, ଉଠା କଦମ୍।
ରଡି ଚିହ୍ଲେଇ କହି ଦେ ଇହାଁ ହମ୍।
ଭାଗ୍ ଯା, ଚୋର୍ କାହାଁକା,
...
Who is powerful?
Is the court powerful?
...
ଅକବିତା ଭିତରେ କବିତା,
କବିତା ଭିତରେ ଅକବିତା।
ସତ୍ କବି ଜାଣେ କୋଉଠି ସିଏ।
...
Free free,
But what is free?
Free to whom?
When free?
...
କହି ନ ଥାନ୍ତା ଯୋଉଟା
ଦେଲା କହି।
କହିଲା କଣ ବୁଝିବାକୁ ନ ଯାଇ
...
ଆଇଶାନୀ କେମିତି ଅଛି?
ଯେମିତି ଥାଉ କଣ ଯାଏ ଆସେ ତୁମର?
...