ଆଇଶାନୀ କେମିତି ଅଛି?
ଯେମିତି ଥାଉ କଣ ଯାଏ ଆସେ ତୁମର?
ଆଇଶାନୀ କଣ ପଢିଲା ନ ପଢିଲା
କାହାର କଣ ଗଲା?
ପୁଅ ହେଉ କି ଝିଅ
ଚେତା ପଶିଲେ ମଣିଷ ହେଲା।
ଆଉ ସେ ଚେତା ପଶେଇବା ବିଦ୍ୟା
ଏବେ କାହାକୁ ଜଣା କି?
ପଢା ଅବଶ୍ୟ ଦରକାର।
ପଢାଉଛି ଯିଏ ସିଏ ହିଁ ପ୍ରଥମେ
ସତ୍ୟ ଜାଣିବା କଥା।
ଆଉ ସତ୍ୟ ନୁହେଁ ଟଙ୍କା।
ଆଇଶାନୀକୁ ଅବଶ୍ୟ ଦରକାର ଟଙ୍କା
ଚକଲେଟ କିଣିବା ପାଇଁ ଯାଉପଛେ କୁହିଁ ଦାନ୍ତ।
କହିବ ଆଇଶାନୀ ନିଜେ ଏବେ
ସେ କୋଉଠି।
କହିବା ଭିତରେ ଜାଣି ପାରିବ
ଭିତରେ କଣ ଚକ ଚକ
ଆଉ କେତେ ଅନ୍ଧାର।
English rendering;
How is Aaeshanee?
What is to you?
What is loss to you
If Aaeshanee read or not?
Boys or girls
If consciousness is there
That's enough for a man.
And at present who knows
How to make conscious a man?
reading and writing, of course
Necessary.
One who teaches
Must know the truth.
And truth is not money.
Aaeshanee wants money
To buy chocolate,
Suffers toothache, though.
Let Aaeshanee tells
Where she is now.
And in her words
You can know what is clean
And how dark inside.
This poem has not been translated into any other language yet.
I would like to translate this poem
The Education is deteriorated all over.