ଅକବିତା ଭିତରେ କବିତା,
କବିତା ଭିତରେ ଅକବିତା।
ସତ୍ କବି ଜାଣେ କୋଉଠି ସିଏ।
କବି ଆଉ ଅକବି ଭିତରେ
ଫରକ କରି ଦିଏ କବିତା।
ଆଉ କବିତା କହିଦିଏ କଣ
ଜୀବନ ଆଉ ବତାଇ ଦିଏ
ଜୀବନକୁ ଜିଇଁବାର ତରିକା।
English rendering;
Poetry within un-poetry,
Un-poetry within poetry.
A true poet knows where he is.
Poetry distinguishes
A true poet and untrue poet.
And what poetry tells
Life and teaches
The art of living.
This poem has not been translated into any other language yet.
I would like to translate this poem