ସ୍ପଷ୍ଟ ଆଉ ନିର୍ଦିଷ୍ଟ
ଆମର ଲକ୍ଷ୍ୟ
ଆଉ ଉଦ୍ଦେଶ୍ୟ ।
ଆମ ଠି
ସମୟ ବି ଯଥେଷ୍ଟ ।
ଆମେ ନିଶ୍ଚେ
ଜିଣିବୁ ଗଡ ଆଉ
କହିବୁ ଆସରେ ପିଲେ
ଏଇଠି ସୁନ୍ଦର ଭାବେ
ଗଢିବା ଭବିଷ୍ୟତ ।
ଆମେ ଆମର
ଆମ ପାଇଁ
ସସାଗରାଧରା
ରହ ଅଚିନ୍ତା ।
This poem has not been translated into any other language yet.
I would like to translate this poem